ହେଡଲାଇନସ୍:

ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 25-07-18--crime.jpg - 152.11 kB

ଖଲ୍ଲିକୋଟ ସାନଘାଟି ଛକରେ ଏନ୍ କାଉଣ୍ଟର ଏହି ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ |ଏମାନଙ୍କ ଠାରୁ 2 ଲକ୍ଷ ଟଙ୍କା ଗୋଟିଏ କାର ଓ ଦୁଇ ଗୋଟି ବନ୍ଧୁକ ଜବତ ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭତ୍ତି | ସୁଚନାଯୋଗ୍ୟ କି ଗତ କିଛି ଦିନ ତଳେ ଖଲ୍ଲିକୋଟ ଟୋଲ ପ୍ଲାଜା କର୍ମଚାରି ଟଙ୍କା ନେଇଯାଉ ଥିବା ବେଳେ ଦୁର୍ବୁତ ମାନେ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ |ତେବେ ଏହି ଘଟଣାରେ ଗତକାଲି 6 ଜଣ ଆରେଷ୍ଟ ହୋଇଥିବା ବେଳେ ବାକି ଦୁଇ ଆଜି ପୋଲିସ ଆଜି ଏନ୍ କାଉଣ୍ଟର କରିଛି !!

0
0
0
s2sdefault