ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଏନକାଉଣ୍ଟର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Image result for odisha criminal tito

 
jajpur/ Jayashankar Dash :ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଏନକାଉଣ୍ଟର । ଚଣ୍ଡିଖୋଲ ନିକଟରେ ସ୍ବତନ୍ତ୍ର ପୋଲିସ ଟିମ୍ ଏସଟିଏଫ ଟିଟୋକୁ ଏନକାଉଣ୍ଟର କରିଛି । ଟିଟୋ ଗ୍ୟାଙ୍ଗ ସହ ମୁହାଁମୁହିଁ ହୋଇଥିଲେ ଏସଟିଏଫ,ପରେ ତାକୁ ଏନକାଉଣ୍ଟର କରିଛି ପୋଲିସ। ପ୍ରଥମେ ପୋଲିସ ଉପରକୁ ଗୁଳି କରି ଟିଟୋ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି । ଟିଟୋକୁ ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିଟୋ ଗ୍ୟାଙ୍ଗର ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
 

 

0
0
0
s2sdefault