- Hits: 888
କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦ୍ଵାରା ସାର୍ବଜନିକ ଇସ୍ପାତ ଉଦ୍ୟୋଗ ନିମନ୍ତେ କର୍ପୋରେଟ କ୍ରୀଡାନୀତି ଉନ୍ମୋଚିତ
ରାଉରକେଲା : ଦେଶର କ୍ରୀଡା ପ୍ରତିଭାଙ୍କ ପୃଷ୍ଠପୋଷଣ ତଥା ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ମେଡାଲ ଆଶାୟୀ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଇସ୍ପାତ ମନ୍ତ୍ରଣାଳୟ ଏହାର ଅଧିନସ୍ଥ ସାର୍ବଜନିକ ଇସ୍ପାତ...