ହେଡଲାଇନସ୍:

 ଇଫକୋ ପାରାଦୀପକୁ ସିଏସଆର ସମ୍ମାନ ପ୍ରଦାନ କଲେ ଅର୍ଥମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ(ଉପେନ୍ଦ୍ର ଗୁରୁ) : ଭୂବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଇଫକୋ ପାରାଦୀପକୁ ସି.ଏସ୍.ଆର. ସମ୍ମାନ ପ୍ରଦାନ କରାଯାଇଛି । ଇଫକୋର ବିଭିନ୍ନ ସମୟରେ ନିଜର ପାଶ୍ୱର୍ବର୍ତ୍ତି ଅଞ୍ଚଳ ତଥା ଦୁଇଟି ଜିଲ୍ଲାର ନିଜର ପରିବେଶ ଓ ପ୍ରଦୃଷଣ ନିୟନ୍ତ୍ରଣ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଦକ୍ଷତାର ସହିତ ପ୍ରତିପାଦନ କରିବାରେ ବିଚାରକୁ ଆଧାର କରି ଓଡିଶା ସିଏସ.ଆର ଖୋରମ ଦ୍ୱାରା ଏକ ଉନ୍ନତ ସିଏସ.ଆର ସମ୍ମାନ ଗ୍ରହଣ କରିଛି । ଇଫକୋର ଜେନେରାଲ ଆଚାର୍ଯ୍ୟ ଡି.ଜି.ଏମ୍. ଏଚ.ଆର., ପ୍ରଶନ କୁମାର ବେଉରା ପ୍ରସାଶନିକ ଅଧିକାରୀଙ୍କ ଦ୍ୱାରା ଏହି ସମ୍ମାନ ଗ୍ରହଣ କରିବା ସହିତ ଇଫକୋ ପରିବାର ମଧ୍ୟରେ ଖୁସିର ଲହରି ପରିଲକ୍ଷିତ ହୋଇଛି । 

 

0
0
0
s2sdefault