- Hits: 218
ଜେଲ ଗଲେ ଏମପିସି କଲେଜର କୋଟିପତି ହେଡ କ୍ଲର୍କ
ବାରିପଦା(ଦିଲ୍ଲୀପ ମହାନ୍ତି )- ଏମପିସି ସ୍ୱୟଂସାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡା (୫୬) ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ସେ ବୁଧବାର ଜେଲ ଯାଇଛନ୍ତି | ବୁଧବାର ତାଙ୍କୁ ...