ପାଣିରେ ବୁଡି ବାଳକର ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ / ପାଇକମାଲ ବ୍ଲକର ବିଜାଡ଼ିହି  ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଗହକି ଲାଲ ସାହୁଙ୍କର 5ବର୍ଷୀୟ ପୁଅ ନିରଜ ସାହୁ ଦୀପହରେ ଘର ବାହାରେ ଖେଳୁଥିବା ସମୟରେ ଘର ପାଖରେ ଥିବା ଏକ ପାଣି ଟାଙ୍କି ରେ ପଡି ମୃତ୍ୟୁ ବରଣ କରିବାଘଟଣା ଗ୍ରାମବାସୀ ମାନଙ୍କୁ ଦୁଃଖିତ କରିଛି । ପାଇକମାଲ ପୋଲିସ ଏହି ଘଟଣା ର ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଛି ଘଟଣା ର ତଦନ୍ତ କରିବା ପରେ ମୃତ ଶିଶୁ ର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନା କୁ ପଠାଇ ଦେଇଛି । ପାଇକମାଲ ଥାନାରେ ASI S K ସାହୁ ପାଇକମାଲ ଥାନାରେ UD କେଶ ନ 1/2019ରୁଜୁ କରି ଘରଣାର ତଦନ୍ତ ଜାରି ରଖିଛନ୍ତି।

0
0
0
s2sdefault