ହେଡଲାଇନସ୍:

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

  ପୂର୍ତ୍ତ ବିଭାଗ ନେଲା ଆଉ ଏକ ଜୀବନ,  ବମିଖାଲ ଓଭର ବ୍ରିଜ୍ରେ ଗଡ଼ିଲା ଦ୍ଵିତୀୟ ମୁଣ୍ଡ ପୂର୍ତ୍ତ ବିଭାଗର ଧୂର୍ତ୍ତ ମୁଖିଆ ଉତର ଦେବେ କି ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବେ !!!! ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ସେଦିନ ଯେମିତି...

0
0
0
s2sdefault

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

 ନ୍ୟାଶନାଲ ୟୁଥ ପ୍ରଜେକ୍ଟରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଏନ.ଏସ.ଏସ. ଛାତ୍ରଙ୍କ କୃତିତ୍ୱ  ବାରିପଦାରୁ ଦିଲ୍ଲୀପ ମହାନ୍ତି  - ରାଜସ୍ଥାନର ଭିଲୱାଡାଠାରେ ଅନୁଷ୍ଠିତ  ନ୍ୟାଶନାଲ ୟୁଥ ପ୍ରଜେକ୍ଟରେ ମୟୂରଭଞ୍ଜ...

0
0
0
s2sdefault

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

ବାରିପଦା(ଦିଲ୍ଲୀପ ମହାନ୍ତି )- ଜେଏମଏମ ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବଞ୍ଚାଓ ହରତାଳ ଚଳିତ ମାସ ୯ରେ ହେବାକୁ ଯାଉଛି । ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତକତପୁରଠାରେ ଜେଏମଏମର ଛାତ୍ର ମୋର୍ଚ୍ଚାର...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

ପଦ୍ମପୁରରୁ ନୀଳ ଦୀପ : ବରଗଡ ଜିଲ୍ଲା ର ପ୍ରାଚୀନ ବୈାଦ୍ଧପୀଠ ବୁଦ୍ଧବିହାର ଗନିଅାଁପାଲି ଠାରେ ନୃସିଂହ ଚତୁର୍ଦ୍ଧଶୀ ଓ ବୁଦ୍ଧ ପୂର୍ଣ୍ଣିମା ମହୋସôବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଳସ ଶୋଭାଯାତ୍ରା ପୂଜା, ପୁରାଣ...

0
0
0
s2sdefault

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

୯ଟି ଜିଲ୍ଲାରେ ପାଳିତ ହେବ ୬ ଘଣ୍ଟିଆ ବନ୍ଦ ଭୁବନେଶ୍ୱର/ଚକ୍ରଧର ମାଝି :କୁଡ଼ୁମୀ ସେନା ପକ୍ଷରୁ  ଆସନ୍ତା ୭ ତାରିଖ ଦିନ ୬ଘଣ୍ଟିଆ ବନ୍ଦ ପାଳନ କରାଯିବ ଓ ଏହି ବନ୍ଦ ପାଳନ କେବଳ ରାଜ୍ୟରେ କୁଡ଼ୁମୀ ଜାତିର ଅଧିବାସୀ ମାନେ ରହୁଥିବା ୯ଗୋଟି...

0
0
0
s2sdefault