- Hits: 406
ସୋଆର ମନୀଷାଙ୍କୁ “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧" , ଅସିତ ପାଇଲେ “ମିଷ୍ଟର ଓଡ଼ିଶା ୨୦୨୧”
ଭୁବନେଶ୍ୱର :“ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ମନୀଷା ପ୍ରହରାଜ । ଓଡ଼ିଶାରୁ ପ୍ରତିନିଧିତ୍ୱ...












