ଭୁବନେଶ୍ୱର,: ଜନଜାତି ଶିଳ୍ପୀ ଓ କାରିଗରଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି । ଜନଜାତିମାନେ ପାରମ୍ପରିକ କଳାନୈପୁଣ୍ୟ ମାଧ୍ୟମରେ ପରମ୍ପରା ଓ ସଂସ୍କୃତିକୁ ସାଇତି ରଖିଥାନ୍ତି । ପରମ୍ପରାକୁ ସମ୍ମାନ ଦେବାର ଅନୁରାଗ ସେମାନଙ୍କ ମଧ୍ୟରେ ରହିଛି ।...

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ):ମାହାଙ୍ଗା ବ୍ଲକ ଗୋତରା ଗ୍ରାମ ପ ।ୟତ ଆପିଲୋ ଶିଶୁଅନନ୍ତ ପୀଠ ପରିସରରେ ନଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ଓ ମହାବୀର ହନୁମନ୍ତଙ୍କ ଚାଳିଶା ପାଠ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଉଦ୍ଯାପିତ ହୋଇଯାଇଛି...
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା କେନ୍ଦ୍ରାପଡ଼ା କେନାଲରୁ ମାଫିଆମାନେ ମାଟି ଖନନ କରି ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ମାଟି...
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତର ମୁକୁନ୍ଦପୁର ସ୍ଥିତ ସମିତିପଡ଼ିଆ ଠାରେ ତିନିପଂଚାୟତର ମିଳନ ସ୍ଥଳୀ ଗୋପପୁର-ନତକାଇ-ଓଥକା ଆନୁକୂଲ୍ୟରେ ସ୍ଥାନୀୟ ଅ ଳର ପ୍ରସିଦ୍ଧ ଶ୍ରୀ ଶ୍ରୀ ମଦନମୋହନ...
ରାୟଗଡ ଜିଲ୍ଲାପାଳ ଓ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ପ୍ରଦାନ କଲା ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ ରାୟଗଡ(ସରୋଜ କୁମାର ସାହୁ) ରାୟଗଡ ସଦର ମହକୁମା ସ୍ଥିତ ସାଇପ୍ରିୟା ନଗରରେ ବିଭିନ୍ନ ସମୟରେ ହେଉଥିବା ଚୋରି, ଡକାୟତି, ରାହାଜାନି ଓ...