- Hits: 311
୮ନଂ କେନାଲ ପାର୍ଶ୍ୱ ରାସ୍ତା ଅବସ୍ଥା ଶୋଚନୀୟ, ଦୁର୍ଘଟଣା ଘଟି ଧନଜୀବନ ହାନି :ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବି
ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ୮ନଂ କେନାଲ ପାର୍ଶ୍ୱ ଗୋତରା ପ୍ରହରାଜପୁର ଛକ ନିକଟରୁ ଆପିଲୋ-ଉମର-ବାଲିଆଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ମରଣଯନ୍ତାରେ ପରିଣତ ହୋଇଛି ।...











