ହେଡଲାଇନସ୍:

ଉଦୟନାଥ ଫର୍ଣ୍ଣିଚର୍ସର ମାସିକ ଯୋଜନାର ପ୍ରଥମ ଲକିଡ୍ର ଉଠାଣ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପଦ୍ମପୁର ସହରର କପସିଲା ରୋଡରେ ଥିବା ଉଦୟନାଥ ଫର୍ଣ୍ଣିଚର୍ସ ପକ୍ଷରୁ ମାସିକ କିସ୍ତି ଯୋଜନାରେ ଏକ ଲକିଡ୍ର ଆରମ୍ଭ କରାଯାଇଥିଲା ଏବଂ ରବିବାର ଦିନ ଏହାର ପ୍ରଥମ ଲକିଡ୍ର ଉଠାଣ ହୋଇଥିଲା । ଏହି ଲକିଡ୍ର ଉଠାଣରେ ପ୍ରଥମ ବିଜେତା ଭାବରେ ରୀତାରାଣୀ ସେଠ ବିଜେତା ହୋଇଥିଲେ ।ରୀତାରାଣୀଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କ ଭାଇ ମହେଶ୍ବର ସେଠ ବିଜୟୀ ପତ୍ର ପ୍ରଦାନ ଗ୍ରହଣ କରିଥିଲେ । ଏହି ଅବସରରେ ଉଦୟ ରଞ୍ଜନ ବହିଦାର, ଅବନୀ ବହିଦାର, ଯଦୁମଣି ପଟ୍ଟନାୟକ, ରୋହିତ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ ଓ ସମସ୍ତ ଗ୍ରାହକ ଉପସ୍ଥିତ ଥିଲେ ।

0
0
0
s2sdefault