ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ ଉପଖଣ୍ଡ ଡାକ୍ତରଖାନା ପରିସରରୁ ଶନିବାର ସଂନ୍ଧ୍ୟା ରେ ସାମ୍ବଦିକ ପ୍ରସନ୍ନ କୁମାର ପ୍ରଧାନ ଙ୍କ ବାଇକ ନଂ OR 15 R 5704 ବାଇକୁ ଜଣେ ଯୁବକ ଚୋରି କରି ନେଇଛି I ଯୁବକ ଜଣକ ଗାଡି ଚୋରି କରି ନେଉଥିବା ର ଦୁଶ୍ୟ ସିସି ଟିଭି କ୍ୟାମେରା ରେ କଏଦ ମଧ୍ୟ ହେଇଛି I ଏନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହେଇଛି I ଘଟଣାର ତଦନ୍ତ କରୁଛୁ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି I
ରାଜ୍ୟ
ସାମ୍ବାଦିକଙ୍କ ବାଇକ୍ ଚୋରି
- Hits: 1435