ହେଡଲାଇନସ୍:

ବିଜେପୁରରେ ମତଦାନ ଜାରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Baragarh : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆଜି ଚାଲିଛି ମତଦାନ   ସକାଳୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଜେପୁର ନିର୍ବାଚନ ମଣ୍ଡଳୀ ର ମୋଟ 285 ଟି ଭୋଟ ଗ୍ରହଣ କେନ୍ଦ୍ର ରେ ବର୍ତ୍ତମାନ ସୁଧ୍ଯା ଶାନ୍ତି ଶୃଙ୍ଖଳା ର ସହିତ ମତଦାନ ଜାରି ରହିଛି । ଆରମ୍ଭରେ ମତଦାନ ଟିକେ ଧିମା ଥିବାବେଳେ ବର୍ତମାନ ସବୁ ମତଦାନ କେନ୍ଦ୍ରରେ ଭିଡ଼ ରହିଛି ସନ୍ଧ୍ୟା 5ଟା ଯାଏ ଚାଲିବ ମତଦାନ । ଏହାଭିତରେ  ବିଜେଡି ପ୍ରାର୍ଥିନୀ ରୀତା ସାହୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବରପାଲି ସ୍ଥିତ ବୁଥ୍‌ ନଂ.୨୧କ ଯାଇ ସେ ମତଦାନ କରିଛନ୍ତି। ବିଜେଡି ପ୍ରତି ବିଜେପୁର ନିର୍ବାଚନ ମଣ୍ଡଳୀବାସୀଙ୍କ ଆସ୍ଥା  ଓ ଭରସା ରହିଛି । ବିଜେପୁର ବାସି ପୁଣି ଏଠାରେ ବିଜେଡି କୁ ବିଜୟ ବିଜୟୀ କରାଇବେ ବୋଲି ରୀତା କହିଛନ୍ତି।  ସେହିଭଳି କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦିଲୀପ ପଣ୍ଡା ମାନପୁର ବୁଥ ନମ୍ବର 98 ରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

0
0
0
s2sdefault