ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଓକିଲ ସଂଘ ର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା , ଉପସଭାପତି ସୁନୀଲ କୁମାର ପାଣିଗ୍ରାହୀ , ସମ୍ପାଦକ ହରିଶଙ୍କର ସିଂହ ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଆଦିତ୍ୟ କୁମାର ରଥ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଅଜିତ କୁମାର ଶତପଥୀ , ଗୌନ୍ତିଆ କୁମାର ସାହୁ , କେଶବ ସାହୁ ଓ ପ୍ରଦୀପ କୁମାର ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି |
ରାଜ୍ୟ
ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ ପଣ୍ଡା ସଭାପତି, ହରିଶଙ୍କର ସିଂ ସଂପାଦକ
- Hits: 70








