ହେଡଲାଇନସ୍:

ଖୋମନଖୋଲା ଠାରେ ମାଓ ପୋଷ୍ଟର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ. ଉଦୟଗିରି/ଗଗନ ପ୍ରଧାନ  :କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଧିନସ୍ଥ ଖୋମନଖୋଲ ଠାରେ କେକେବିଏନ ଡ଼ିବିସନାଲ ମାଓ କମଟି ପକ୍ଷରୁ ପୋଷ୍ଟର ଲାଗି ଥିବାର ସୂଚନା ମିଳିଛି. ଘଟଣାକୁ ନେଇ ଆମ ପ୍ରତିନିଧି ବାଲିଗୁଡା ଥାନାଧିକାରୀଙ୍କ ମତାମତ ଗ୍ରହଣ କରି ଥିଲେ | ଏହି ପ୍ରକାର ପୋଷ୍ଟର ଲାଗି ଥିବା ମୁଁ ସୂଚନା ପାଇଛି. କିନ୍ତୁ ତାହା କେତେଦୂର ସତ୍ୟ ମୁଁ  ଜାଣି ନାହିଁ | କିଛି ଅପରାଧୀ ଶ୍ରେଣୀର ଲୋକ ଏହି ପ୍ରକାର ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ପାଇଁ ଉଦ୍ୟମ କରୁଛନ୍ତି | ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ଜଣା ପଡିବ ବୋଲି ଥାନାଧିକାରୀ ପ୍ରତିକ୍ରିୟା ଦେଇଛନ୍ତି |

0
0
0
s2sdefault