ହେଡଲାଇନସ୍:

କୁକୁଡାବାହାଳୀ ସରକାରୀ ଉଚ୍ଚ ବିଦ୍ୟାଳୟରେ "ସୁରଭି" କାର୍ଯ୍ୟକ୍ରମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କୁକୁଡାବାହାଳୀ କ୍ଲଷ୍ଟର ର ସିଆରସିସି ଅନିଲ କୁମାର ମେହେର ଙ୍କ ନେତ୍ରୁତ୍ୱରେ ଏକ ଶିିଶୁ ମୋହତ୍ସବ "ସୁରଭି" କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁକୁଡାବାହାଳୀ ପଞ୍ଚାୟତ ର ବିଭିନ୍ନ ସ୍କୁଲର ୧୨୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ଯୁଧିଷ୍ଟିର ବେହେରା ପରିଚାଳନା କରିଥିବାବେଳେ , ମୁଖ୍ୟ ଅତିଥି ଭାବେ ଶିଶପର୍ଣ୍ଣ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଲୁ ଚରଣ ସ୍ୱାଇଁ ଯୋଗ ଦେଇଥିଲେ I

0
0
0
s2sdefault