ହେଡଲାଇନସ୍:

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି  ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି ରୁ ନିରାକାର ମେହେର-ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ଓ ଉନ୍ମେଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଛି କାର୍ଯ୍ୟକ୍ରମ ସୁରଭି | କ୍ଲଷ୍ଟର ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ସୁରଭି ରାଜ୍ୟରେ ଅନେକ ପ୍ରତିଭାଙ୍କୁ ଚିହ୍ନଟ କରିଥାଏ | ଏହି କ୍ରମରେ  ନୂଆପଡା ଜିଲ୍ଲା ସିନାପାଲି ସେଣ୍ଟର ୟୁ ପି  ସ୍କୁଲରେ ଅନୁଷ୍ଠିତ ହୋଇଛି  କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ! ଏହି କାର୍ଯ୍ୟକ୍ରମରେ ପିଲାମାନେ ସାମିଲ ହୋଇ ସେମାନଙ୍କ କଲା ନୈପୁଣ୍ୟ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ | 

0
0
0
s2sdefault