ହେଡଲାଇନସ୍:

"ଆପଣମାନେ ଖୁସି ତ , ମୁ ବହୁତ ଖୁସି "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ଙ୍କର ଏହି ମାରାଥନ ପ୍ରଚାର ରେ  ମନ୍ତ୍ରୀ ଡ଼ା, ଅରୁଣ ସାହୁ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ମନ୍ତ୍ରୀ ରାଜା ସ୍ୱାଇଁ , ମନ୍ତ୍ରୀ ପଦ୍ମିନୀ ଦିଆନ , ବିଧାୟକ ଦୃବ ସାହୁ , ବିଧାୟକ ସୁଶାନ୍ତ ରାଉତ , ଅପିକଲ ଅଧ୍ୟକ୍ଷ ଶ୍ରୀ ପିକୁ ମିଶ୍ର , ସଞ୍ଜୟ ଦାସ ବର୍ମା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ କିଶୋର ଦେବତା , WODC ର ଅଧ୍ୟକ୍ଷ ଶ୍ରୀ ସୁବାଷ ଚୌହାନ , ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଦେବେଶ ଆଚାର୍ଯ୍ୟ , ଶ୍ରୀ ନାରାୟଣ ସାହୁ ,ଶ୍ରୀ ସୌଭାଗ୍ୟ ରଂଜନ ନାୟକ , ଶ୍ରୀ ଅମରେଶ ପତ୍ରି , ପ୍ରମୂଖ ଅଂଶ ଗ୍ରହଣ କରିଥିଲେ ।

        ଆସନ୍ତା କାଲି  ମୁଖ୍ୟମନ୍ତ୍ରୀ ଗାଇସିଲେଟ ର ତାଳପାଳି ଠାରୁ ରୋଡ଼ ସୋ ମାଧ୍ୟମରେ ପ୍ରଚାର ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault