ହେଡଲାଇନସ୍:

ବ୍ରାହ୍ମଣୀ ଗାଁ ରେ ହାତୀ ଉପଦ୍ରବ ଫସଲ  ନଷ୍ଟ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର): ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ରେ ଗତ ରାତି ସ୍ଥାନୀୟ ଜଙ୍ଗଲରୁ ହାତୀପଲ ଆସି ଫସଲ ନଷ୍ଟ କରିଥିବା ଜଣାପଡିଛି। ଫଲରେ ଏହି ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି। ଏଥିରେ ରାମଚନ୍ଦ୍ର କୁଦେଇ, ମୁରାରି କୁଦେଇ, କମ୍ବୋ ଉଦୁରକୁଲିଆ, ବାଲ୍ମିକୀ ଉଦୁରକୁଲିଆ, ଗୋବିନ୍ଦ ସାହୁ, ବିଜାୟ ସାହୁ, ଶ୍ୟାମ କୁଅଁର, ଉପେନ୍ଦ୍ର କୁଅଁର ଓ ପ୍ରସନ୍ନ ଘିଭେଲା ଙ୍କ ପସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ବନବିଭାଗ ହାତୀପଲଙ୍କୁ ଘଉଡାଇବା ପାଇଁ ବ୍ୟବସ୍ଥା କରିବା କଥା ବୋଲି ଗ୍ରାମବାସୀ ଦାବିକରିଛନ୍ତି।

0
0
0
s2sdefault