ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ପାଳିବେନି ଜନ୍ମ ଦିନ : ଭିନ୍ନକ୍ଷମଙ୍କ ପାଖକୁ ଯାଅ, ଅନାଥାଶ୍ରମରେ ସମୟ ବିତାଅ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ଅର୍ଥାତ ୧୬ ଅକ୍ଟୋବରରେ  ଜନ୍ମଦିନ | ହେଲେ ଓଡ଼ିଶାରେ ଫନି ବାତ୍ୟା ବିପୁଳ କ୍ଷତି କରିଥିବା ଯୋଗୁ ସେ ଜନ୍ମଦିନ ପାଳିବେନି | ଆଉ ନବୀନ ନିବାସ ନ ଆସବାକୁ ସମର୍ଥକମାନଙ୍କୁ କହିଛନ୍ତି | ସେ କହିଛନ୍ତି ନବୀନ ନିବାସ ନଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ | କେବଳ ତାଙ୍କ ଜନ୍ମ ଦିନ ନୁହେଁ ସମସ୍ତେ ନିଜ ନିଜ ଜନ୍ମଦିନରେ ସେଇମାନଙ୍କ ପାଖକୁ ଯାଇ ସେମାନଙ୍କ ଗହଣରେ ସପରିବାରେ କିଛି ସମୟ କାଟି ଆସିବାକୁ ମୁକଜ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି | ଓଡ଼ିଶାବାସିଙ୍କୁ ତାଙ୍କ ପରିବାର ବୋଲି କହିବା ସହ ନବୀନ କହିଛନ୍ତି ତାଙ୍କ ସମର୍ଥକଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଯୋଗୁ ସେ ଖୁସି ବ୍ୟକ୍ତ କରିଛନ୍ତି | 

0
0
0
s2sdefault