ହେଡଲାଇନସ୍:

ବିଜେପୁର ଭୋଟ : ବିଜେଡିକୁ ଅଶୋକଙ୍କ ସମର୍ଥନ ଘୋଷଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେପୁର ଉପନିର୍ବାଚନ ରେ ଘଡିକେ ଘୋଡ଼ା ଛୁଟୁଛି । ଗତ କାଲି ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଅଶୋକ ପାଣିଗ୍ରାହୀ ଆଜି ବିଜେଡି ପ୍ରାର୍ଥୀଙ୍କୁ ସମ୍ମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ନିଜର ସମ୍ମର୍ଥକ ମାନଙ୍କ ସହିତ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଅଶୋକ ।

0
0
0
s2sdefault