ହେଡଲାଇନସ୍:

ବିଜେପୁରରୁ ପୁଣି ଥରେ ରୀତା ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣିଥରେ ରୀତା ସାହୁ ଙ୍କର ଉପରେ ଆସ୍ଥା ପ୍ରକଟ କରି ଉପନିର୍ବାଚନ ପାଇଁ ରୀତା ସାହୁ ଙ୍କୁ ଦଳିଆ ଟିକେଟ ପ୍ରଦାନ କରିଛନ୍ତି  ମୁଖ୍ୟମନ୍ତ୍ରୀ । ରୀତା ସାହୁ ଆସନ୍ତା 30 ତାରିଖରେ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କର ନିକଟରେ ନାମାଙ୍କନ ଦାଖଲ କରିବେ ।

ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ବିଜେପୁର ବସି ଙ୍କର ସେବା କରିବା ପାଇଁ ଦାଇତ୍ୱ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ କୃତଜ୍ଞାତ ଜଣାଇଛନ୍ତି ।

0
0
0
s2sdefault