ହେଡଲାଇନସ୍:

ଦିଲ୍ଲୀପ ପଣ୍ଡା ହେଲେ କଂଗ୍ରେସ ପ୍ରାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଜେପୁର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସବୁ ଦଳ ଏହାକୁ ନେଇ ତତ୍ପର ହୋଇ ପଡିଛନ୍ତି । ପ୍ରାର୍ଥୀ ଚୟନ କୁ ନେଇ ବିଜେଡି ବିଜେପିରେ ତର୍ଜମା ଚାଲିଥିବା ବେଳେ ଗତ ନିର୍ବାଚନରେ ନୈରାଶ୍ୟଜନକ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଫାଷ୍ଟ ହୋଇଯାଇଛି । ଦଳ ଆଗାମୀ ଉପନିର୍ବାଚନ ପାଇଁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଆଜି ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରୀ ପଣ୍ଡାଙ୍କ ପ୍ରାର୍ଥୀତ୍ବ ବିଷୟରେ ଘୋଷଣା କରାଯାଇଛି ।

0
0
0
s2sdefault