ଅଚାନକ ପ୍ରାଚୀ ଡିଭିଜନରେ ଜଳସମ୍ପଦ ମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ  ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ  ସକାଳ ଘ.୧୦.୩୦ ସମୟରେ ଅପ୍ରତ୍ୟାଶିତ ଭାବେ ପ୍ରାଚୀ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟ ତଦାରଖ କରିଥିଲେ । କର୍ମଚାରୀମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ବୁଝିବା ସହିତ ସମସ୍ତଙ୍କୁ ସମୟାନୁବର୍ତୀ ହେବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବିଭାଗୀୟ କାର୍ଯ୍ୟ  ସାରିବାକୁ ପରାମର୍ଶ ଦେଇଥିଲେ । 

0
0
0
s2sdefault