ହେଡଲାଇନସ୍:

କଂଗ୍ରେସର ସମସ୍ତ ପଦବୀ ଓ ଦାୟିତ୍ବରୁ ଇସ୍ତଫା ଦେଲେ ପୁରୁଖା ନେତା କୈଳାସ ଆଚାର୍ଯ୍ୟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଗୋଟିଏ ପଟେ ପିସିସି ସଭାପତି ଭାବେ ନିରଂଜନ ପଟ୍ଟନାୟକ ପୁଣି ନିଯୁକ୍ତ ପୁରୁଣା କମିଟି ଭଙ୍ଗ ହେଉଥିବା  ବେଳେ କଂଗ୍ରେସର ସମସ୍ତ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି ପୁରୁଖା କଂଗ୍ରେସ ନେତା ଶ୍ରୀ କୈଳାସ ଚନ୍ଦ୍ର ଆଚାର୍ଯ୍ୟ । ସେ କଂଗ୍ରେସର ସମସ୍ତ ପଦବୀ ଓ ଦାୟିତ୍ବରୁ ଇସ୍ତଫା ଦେଇଥିବା ବିଷୟ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ ଓଡିଶା କଂଗ୍ରେସର ଜଣେ ପରିଚିତ ଚେହେରା । ଦଳରୁ ଇସ୍ତଫା ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନଥିବା ବେଳେ ତାଙ୍କ ଭଳି ଜଣେ ବରିଷ୍ଠ ନେତା ତଥା ଗଣମାଧ୍ୟମରେ ଦଳର ପରିଚିତ ବ୍ୟକ୍ତିତ୍ୱ ସମ୍ପ୍ରତି ସେ ପାଇଥିବା ବିଭିନ୍ନ ପଦବୀରୁ ଇସ୍ତଫା ଦେବା ସମସ୍ତଙ୍କୁ ବିସ୍ମିତ କରିଛି । 

0
0
0
s2sdefault