ହେଡଲାଇନସ୍:

କଳାହାଣ୍ଡି ଜିଲ୍ଲା ଏନ୍ ଏଚ୍ 26 ଜାରିଙ୍ଗ ନିକଟ ରେ ଦୁର୍ଘଟଣା ଦୁଇ ମୃତ.

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Junagarh/ Aditya Mohanty :କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଏନ୍ ଏଚ୍26 ଜାରିଙ୍ଗ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଯାଇଛି ଦୁଇଟି ଜୀବନ । ଜାରିଙ୍ଗି ନିକଟରେ ଠିଆ ହୋଇ ଥିବା ଟ୍ରକ କୁ ଭବାନୀ ପାଟନା ଆଡୁ ଆସୁ ଥିବା ଦୁଇ ଜଣ ବାଇକ ଆରୋହି  ଗୁଞ୍ଜ ଗୁଡା ଗ୍ରାମ ର କ୍ଷୀର ସିନ୍ଧୁ ନାଗ ଓ ସେହି ଗ୍ରାମ ର ଗଙ୍ଗାଧର ଧକ୍କା ଦେବା ଫଳରେ ଜଣଙ୍କ ର୍ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।  ଅନ୍ୟ ଜଣଙ୍କ ଜୁନାଗଡ ଡାକ୍ତର୍ ଖାନା ରେ ମୃତ୍ୟୁ ହୋଇଛି.।

0
0
0
s2sdefault