ହେଡଲାଇନସ୍:

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ଯାଦବ ମହାସଭା ତରଫରୁ ନନ୍ଦଉତ୍ସଵ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ଼ ରୁ ସୁଶାନ୍ତ ରାଉତ :  ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆଜି ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ଯାଦବ ମହାସଭା ତରଫ ରୁ   ନନ୍ଦଉତ୍ସଵ ଆୟୋଜନ କରାଯାଇଥିଲା ଏହି ଉତ୍ସବ ରେ  ଶତାଧିକ ଯାଦବ ପୁରୁଷ ଓ ମହିଳା ମାନେ ଯୋଗଦେଇ ଧର୍ମଗଡ଼ ସ୍ଥିତ ରାଧାକୃଷ୍ଣ ମନ୍ଦିର ରୁ ଏକ ବିଶାଳ ଶୋଭାଯାତ୍ରା କରି ଧର୍ମଗଡ଼ ନଗର ପରିକ୍ରମା କରିଥିଲେ | ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଓ ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ  ରାଜ୍ୟ ସଭାପତି ବଳରାମ ସିଂ ୟାଦବ   ଅନ୍ୟ ଅତିଥିମାନେ ଧର୍ମଗଡ଼ |  ବ୍ଲକ ପୂର୍ବତନ ସଭାପତି ଧନୁ ଗୋପାଳ  ଜିଲ୍ଲା ଯୁବ ଯାଦବ ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା ଜଗତସ୍ଵୀୟମ ଜଏଡ଼  ରଘୁବିର ନାଗ  ଓ ପୂଜକ ଭାବେ ରବିଶଙ୍କର କେତକୀ କର୍ତ୍ତା ଭାବେ ମହେନ୍ଦ୍ର ଖରସେଲ ପିଣ୍ଟୁ ଭଇସାଲ ଧର୍ମଗଡ଼ ଯୁବ ସଭାପତି ଲବଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ବିଜ୍ଞାପିତ ଅଞ୍ଚଳ ସଭାପତି ଅନିରୁଦ୍ଧ ଲହଜଳ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ |

 

0
0
0
s2sdefault