ହେଡଲାଇନସ୍:

ଜୁନାଗଡ ରୁ ସିଧାସଳଖ ଭୁବନେଶ୍ବରକୁ ରେଳ ଚଳାଚଳ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Junagada/ Aditya mohanty : ଆଜି ସିଧାସଳଖ ଜୁନାଗଡ଼ ରୁ ଭୁବନେଶ୍ୱର ପାଇଁ ରେଳ ସେବା ଆରମ୍ଭ ହୋଇଛି. କଳାହାଣ୍ଡି ଜୁନାଗଡ ରୁ ସିଧାସଳଖ ଭୁବନେଶ୍ବର କୁ ରେଳ ଚଳାଚଳ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରି ବାର ଥିଲା | ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ ବିଜେପି ନେତା ଅରୁଣ ଜେଟଲୀଙ୍କ ଙ୍କ ଦେହାନ୍ତ ପରେ ସମସ୍ତ କାର୍ଯ୍ୟକ୍ରମ କୁ ବାତିଲ କରି ଥିଲେ|  ଏଥିସହ ଜୁନାଗଡ଼ ରୋଡ଼-ଭୁବନେଶ୍ୱର ଏକ୍ସପ୍ରେସ ପୂର୍ବ ନିର୍ଦ୍ଧାରିତ ସମୟରେ ଟ୍ରେନ ଷ୍ଟେସନ ଛାଡିଛି । ଏହି ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଜୁନାଗଡ ବିଧାୟକ୍ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଯୋଗାଯୋଗ କ୍ଷେତ୍ରରେ କଳାହାଣ୍ଡି ଆଉ ଏକପାଦ ଆଗକୁ ବଢିଥିବାରୁ କଳାହାଣ୍ଡି ବାସୀଙ୍କ ମନରେ ଉତ୍ସାହ ର୍ ମାହୋଲ ଦେଖା ଦେଇ ଥିଲା | 

0
0
0
s2sdefault