ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ଅସୁସ୍ଥ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା /ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ଜାନ ର ସଭାପତି ଶ୍ରୀଯୁକ୍ତ ମାୟାଧର ସରାଫ ହୃଦଘାତ ର ସମ୍ମୁଖିନ ହୋଇ ରାୟପୁର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ସରାଫ ନୂଆପଡା ଜିଲ୍ଲା ପାଇଁ otv ର ପ୍ରତିନିଧି ରୂପେ ଅନେକ ଦିନରୁ କାର୍ଯ୍ୟରତ ଥିଲେ । ପ୍ରାପ୍ତ ଖବର ଅନୁଯାଇ କାଲି ରାତି ପ୍ରାୟ ୯ ଟା ରେ ତାଙ୍କୁ ପ୍ରଥମେ ହୃଦଘାତ ହୋଇଥିଲା ,ତାଙ୍କର ପରୀକ୍ଷଣ ପରେ ଡାକ୍ତର ଅସ୍ତ୍ରୋପଚାର ପାଇଁ ସୁପାରିଶ କରିଛନ୍ତି । ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ଏବଂ ସମସ୍ତ ସାମ୍ବାଦିକ ତଥା ଶୁଭଚିନ୍ତକ ମାନଙ୍କ ଠୁଁ ତାଙ୍କ ଆରୋଗ୍ୟ କାମନାର ସୁଅ ଛୁଟୁଛି । ଶ୍ରୀ ମାୟାଧର ସରାଫ ଏକା ଧାରକେ ଜଣେ ଶୁସାମ୍ବାଦିକ ହେବା ସଙ୍ଗେ ଜଣେ ଉଛକୋଟି ର କବି ତଥା ଉଦଘୋଷକ ଅଟନ୍ତି ।

0
0
0
s2sdefault