ହେଡଲାଇନସ୍:

ଅସ୍ତ ହୋଇଗଲେ ଅରୁଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର / ନୂଆଦିଲ୍ଲୀ :- ଶେଷରେ ଅରୁଣ ଅସ୍ତାଚଳକୁ ଚାଲିଯାଇଛନ୍ତି | ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବିଜେପିର ପୁରୁଖା ନେତା ତଥା ଜଣାଶୁଣା ଅଧିବକ୍ତା ଶ୍ରୀ ଅରୁଣ ଜେଟଲୀଙ୍କର ଆଜି ମଧ୍ୟାହ୍ନ12ଟା 7 ମିନିଟରେ ଦିଲ୍ଲୀ ଏମ୍ସରେ ନିଧନ ହେଇଯାଇଛି । ସେ ଗତ 9 ତାରିଖ ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ଆଉ ଏ ବିଷୟ ଏମ୍ସ ପକ୍ଷରୁ ବିଧିବଦ୍ଧ ଲିଖିତ ଭାବେ ଜଣାଇଦିଆଯାଇଛି |ଶ୍ରୀ ଜେଟଲୀ ଙ୍କର ନିଧନ ଦେଶ ତଥା ବିଜେପି ପାଇଁ ଅପୁରଣୀୟ କ୍ଷତି ।

 

0
0
0
s2sdefault