ହେଡଲାଇନସ୍:

ଜୁନାଗଡର ଅଗ୍ରଣୀ ଅନୁଷ୍ଠାନ ମାଁ ମାଟି ମମତା ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ଦାବି ପତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ଼(ଆଦିତ୍ୟ ମହାନ୍ତି)  କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ହଜାରେ ବର୍ଷ ର ସହର ଏବଂ ଏହା ପୂର୍ବ ରୁ କଳାହାଣ୍ଡି ର ରାଜଧାନୀ ମଧ୍ୟ ଥିଲା l ଏବଂ ଜୁନାଗଡ ର ଅଧିଷ୍ଠିତ ଦେବୀ ମାଁ ଲଙ୍କେଶ୍ଵରୀ ହୋଇ ଥିବାରୁ ହୀରାଖଣ୍ଡ ଏକ୍ସପ୍ରେସ କୁ ଲଙ୍କେଶ୍ଵରୀ ଏକ୍ସପ୍ରେସ ନାମ ରେ ନାମିତ କରି ବା ଏବଂ ଇସ୍ପାତ ଏକ୍ସପ୍ରେସ କୁ ଟିଟଲାଗଡ଼ ଠାରୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ବା ପାଇଁ ଜୁନାଗଡ ର ମାଁ ମାଟି ସଂଗଠନ ପକ୍ଷରୁ ରେଳ ମନ୍ତ୍ରୀ ପୀୟୂଷ ଗୋୟେଲ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ସଂସାଦ ବସନ୍ତ ପଣ୍ଡା ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଏବଂ ଜିଲ୍ଲା ର ସମସ୍ତ ବିଧାୟକ ଓ ଡିଆରମ ସମ୍ବଲପୁର ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଥିଲେ. ଏଥିରେ ମା ମାଟି ସଂଗଠନ ର ସଭାପତି ବିଶ୍ଵନାଥ କର ଉପ ସଭାପତି ପ୍ରମୋଦ ବେହେରା ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ରାଉତ କୋଷାଧକ୍ଷ ବିଶ୍ଵନାଥ ସାହୁ ଉପଦେଷ୍ଟା ଅକ୍ଷ କୁମାର ନନ୍ଦ, ତ୍ରିଲୋଚନ ସିଂହ କୈଳାଶ ରାଉତ ଦାମୋଦର ବେହେରା ପ୍ରମୂଖ ଉପସ୍ଥିତ ଥିଲେ |

0
0
0
s2sdefault