ହେଡଲାଇନସ୍:

ବିନିତ ଅଗ୍ରୱାଲ ନୂଆପଡ଼ା ନୂତନ ଏସପି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ) : ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ନୂତନ ଆରକ୍ଷୀ ଅଧିକ୍ଷକ(ଏସପି) ଭାବେ ବିନିତ ଅଗ୍ରୱାଲ ନିଯୁକ୍ତ ହୋଇଛନ୍ତି । ସେ କନ୍ଧମାଲ ଜିଲ୍ଲା ବାଲିଗୁଡା ଏସଡ଼ିପିଓ  ଭାବେ କାର୍ଯ୍ୟରତ ଅଛନ୍ତି । ୨୦୧୫ ରେ ଭାରତୀୟ ପୁଲିସ ସେବା(ଆଇପିଏସ) ପରୀକ୍ଷା ଦେଇଥିବା ବେଳେ ୨୦୧୬ରେ ଉତ୍ତିର୍ଣ୍ଣ ହୋଇଥିଲେ । ନୂଆପଡ଼ା ଏସପି ସ୍ମିତ ପି ପରମାରଙ୍କୁ ମୟୁରଭଂଜ ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ।  

0
0
0
s2sdefault