ହେଡଲାଇନସ୍:

ବାଲିଗୁଡା ବିଧାୟକ ଚକ୍ରମଣିଙ୍କ ଵିଲାମାଲ ଜିପି ଗସ୍ତ : ୨୧୬ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜି ଉଦୟଗିରି/ ଗଗନ ପ୍ରଧାନ : ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହର ବିଲାମାଳ ଗ୍ରାମ ପଞ୍ଚାୟତ ଠାରେ  ଆବାସ ଯୋଜନାରେ ୨୧୬ ହିତାଧିକାରୀଙ୍କୁ କାର୍ଯ୍ୟ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ବିଜେଡି ବ୍ଳକ ସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ, ଚେୟାରମ୍ୟାନ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର , ରିପ୍ରେଜେଣ୍ଟେଟିଭ୍ ଏମପି ଶ୍ୟାମ ସୁନ୍ଦର ବଡ଼ସେଟ୍, ତୁମୁଡିବନ୍ଧ ବରିଷ୍ଠ ବିଜେଡି ନେତା ଯୋହନ ବାରିକ ,ରାଜକିଶୋର ପରାସେଟ୍, ଅମୟ ପରାସେଟ୍ ଉପସ୍ଥିତ ରହି ଲୋକମାନଙ୍କୁ ବାସଗୃହ କାର୍ଯ୍ୟଆଦେଶ ପ୍ରଦାନ କରିଥିଲେ । ଏହା ସହ ଅଞ୍ଚଳର ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ.|

0
0
0
s2sdefault