ହେଡଲାଇନସ୍:

ଜୟ ଜଗନ୍ନାଥ ଯୁବକ ସଂଘ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଜୟପୁରଗଡ଼ ଜୟ ଜଗନ୍ନାଥ ଯୁବକ ସଂଘ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ଯୁବକ ସଂଘର ସଦସ୍ୟ ମାନେ ଗ୍ରାମର ନଳକୂପ, ସ୍କୁଲ ପରିସର, କମ୍ୟୁନିଟି ସେଣ୍ଟର ପରିସର ର ଅଳିଆ ଆବର୍ଜନା ସଫା କରିଥିଲେ l ପରିଷ୍କାର ଗାଁ କୁ ରଖିବାପାଇଁ ଗାଁର ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି l ପ୍ରବୀର ବେହେରା ଓ ରାଜେଶ କୁମାର ସାହୁ ଯୁବକ ସଂଘର ପରିଚାଳନା କରିଥିଲେ l ସଦସ୍ୟ ମାନଙ୍କ ମଧ୍ୟରେ ସୁଶୀଲ ପୃଷେଠ୍,ବାବୁଲାଲ ପୃଷେଠ୍,ଡିଲେଶ୍ୱର ପୃଷେଠ୍,ଜଗଦୀଶ ପୃଷେଠ୍,ନାରେନ ଦାଣ୍ଡିଆ,ରାଜେଶ ସାହୁ, ଓ ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

0
0
0
s2sdefault