ହେଡଲାଇନସ୍:

ଓଡ଼ିଆ ପୁଅ "ଅର୍ଜ୍ଜୁନ" !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅର୍ଜୁନ ପୁରସ୍କାର ପାଇଁ ଅତବିରାର ପ୍ରମୋଦ ଭଗତ ଙ୍କର ନାମ ସୁପାରିଶ

ବରଗଡ :- ଅତି ଖୁସିର ଖବର । ଓଡ଼ିଆ ପୁଅ ପାଇବେ ଅର୍ଜୁନ ପୁରସ୍କାର ନିଜର କ୍ରୀଡା ନୈପୁଣ୍ୟ ପାଇଁ | ଗତ 16 ଏବଂ17 ତାରିଖ ଖେଳ ପୁରସ୍କାର ପାଇଁ ବସିଥିବା ସିଲେକ୍ସନ କମିଟିର ବୈଠକରେ ଓଡ଼ିଶାର ଜଣାଶୁଣା ବେଡ଼ମିଣ୍ଟନ ଖେଳାଳି ବରଗଡ଼ ଜିଲ୍ଲା ଅତବିରା ର ପ୍ରମୋଦ ଭଗତ ଙ୍କର ନାମ ଅର୍ଜୁନ ପୁରସ୍କାର ପ୍ରଦାନ ପାଇଁ ଭାରତ ସରକାର ଙ୍କୁ ସୁପାରିଶ କରାଯାଇଛି । ସାମାଜିକ ଗଣମାଧ୍ୟମ ରେ ଏହି ଖବର ପ୍ରକାଶ ପାଇବା ପରେ ଅତବିରା ଓ ପ୍ରମାଦ ଙ୍କର ପରିଚିତ ଙ୍କର ମଧ୍ୟରେ ବର୍ତ୍ତମାନ ଖୁଶିର ମହୋଲ ଖେଳିଯାଇଛି | 

0
0
0
s2sdefault