ହେଡଲାଇନସ୍:

ଓଡଗାଁରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  :  ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଓ ନନ୍ଦିଘୋର ଜବାହାର ବିଦ୍ୟାପୀଠ ସବୁଜ ପୃଥିବୀ ଗଠନ ପାଇଁ ସ୍ୱାଧିନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ  ଅନୁଷ୍ଠିତ  ହୋଇଯାଇଛି । ଓଡଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡଗାଁ ଗ୍ରାମନ୍ୟାୟାଳୟର ନ୍ୟାୟଧିକାରୀ ସୁମିତ୍ରା ସାହୁ, ଶର୍ମିଷ୍ଠା  ଶୁଭଦର୍ଶିନୀ ଯୋଗଦେଇଥିଲେ । ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନେ ମିଶି ବୃକ୍ଷରୋପଣ କରିଥିଲେ ।

0
0
0
s2sdefault