ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ ଖାଇଲେ ଫାଇଲେରିଆ ଔଷଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଉ ବିଭାଗୀୟ ସଚିବ ଡ଼ ପ୍ରମୋଦ ମେହେର୍ଦ୍ଦା ଖାଇଲେ ଫାଇଲେରିଆ ରୋଗ ନିରାକରଣ ପାଇଁ ମେଡ଼ିସିନ | ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହୋଇଥବା ମାସ ଡ୍ରଗ ଆଡମିନିସ୍ଟ୍ରେଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ କର୍ମୀ ମାନେ ଆଜି ମନ୍ତ୍ରୀ ଓ ସଚିବଙ୍କୁ ଏହି ଔଷଧ ଖୁଆଇଛନ୍ତି |

0
0
0
s2sdefault