ହେଡଲାଇନସ୍:

ପେଟଫୁଲା ନଦୀରେ ଭାଷିଗଲେ ଜଣେ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ଅଞ୍ଚଳରେ ଏକ ଅଘଟଣ ଘଟିଛି । ବନ୍ୟାଜଳ ପ୍ଲାବିତ ପେଟଫୁଲା ନଦୀରେ ଭାଷିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣକ ହେଲେ ଥୁଆମୁଲ ରାମପୁର ବ୍ଲକ ଅଧିନସ୍ଥ କାଠକୁରା ଗ୍ରାମର ଲେଲି ମାଝୀଙ୍କ ପୁଅ ସନାତନ ମାଝୀ (୨୮) । ପ୍ରାପ୍ତ ସୂଚନା ଅନୁଯାଇ ଆଜି ରାନୀ ପରବ ଥିବାରୁ ସନାତନ ସକାଳୁ କାଶିପୁରକୁ ଯାଇ ସଉଦାପତ୍ର କିଣି ଘରକୁ ଫେରିବା ସମୟରେ ଥୁଆମୁଲ ରାମପୁର – କାଶିପୁର ମୂଖ୍ୟ ରାସ୍ତାର ତୁଜେର ନିକଟରେ ପ୍ରବାହିତ ହେଉଥିବା ତୁଜେର ନଦୀ କୂଳରେ ବାଇକ ରଖି କେତେପାଣି ଅଛି ଦେଖିବାକୁ ଯାଇ ସୂଅରେ ପଡି ଭାଷି ଯାଇଥିଲେ । ଏ  ପର୍ଯ୍ୟନ୍ତ ସନାତନଙ୍କ କୋଣସି ଖବର ମିଳି ନଥିବା ସୂଚନା ମିଳିଛି |

0
0
0
s2sdefault