ହେଡଲାଇନସ୍:

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ /ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ଉଚ୍ଚ ବିଦ୍ୟାଳୟରେ ଶ୍ରୀ ରାଜେଶ କୁମାର ମିଶ୍ର ଦୀର୍ଘ ଦେଢ଼ ବର୍ଷ ଧରି ଶିକ୍ଷାଦାନ କରିଆସୁଥିଲେ I ଗତ ୩୦-୭-୨୦୧୯ ଦିନ ସ୍ୱଇଛାରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି I ଆଜି କଦଳୀଗଡ଼ ଉଚ୍ଚ ବିଦ୍ୟାଳୟ ତରଫରୁ ଶ୍ରୀ ରାଜେଶ କୁମାର ମିଶ୍ରଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଜ୍ଞାପନ କରାଯାଇଛି I ଏହି ସଭାରେ ଭାରପ୍ରାପ୍ତ ପ୍ରଧନ ଶିକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍କୁଲ ପରିସରରେ ଆୟୋଜିତ ଏହି ସମର୍ଦ୍ଧନା ସଭାରେ ସ୍କୁଲ ଶିକ୍ଷକ ଦୁଃଖିଶ୍ୟାମ ବେହେରା , ଗୋବର୍ଦ୍ଧନ ପ୍ରଧାନ, ଆଶିଷ କୁମାର ବିଶ୍ୱାଳ, ଶିକ୍ଷୟତ୍ରୀ ଲିପିକା ଲୋହା, ପାର୍ବତୀ ପ୍ରଧାନ୍, ମମତା ସାହୁଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ  ବିଦାୟକାଳିନ ସମର୍ଦ୍ଧନା ଜ୍ଞାପନ କରିଥିଲେ I

0
0
0
s2sdefault