ହେଡଲାଇନସ୍:

କନ୍ଧମାଳରେ ଲଗାଣ ବର୍ଷାର ବିଭୀଷିକା,ଧୋଇ ହୋଇଗଲା ଅସ୍ଥାୟୀ କଲଭର୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତୁମୁଡ଼ିବନ୍ଧ, କଳାହାଣ୍ଡି, ରାୟଗଡ଼ା ଗାଡ଼ି ଚଳାଚଳ ବନ୍ଦ

ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : ରାଜ୍ୟରେ ଲାଗି ରହି ଥିବା ଲଗାଣ  ବର୍ଷାରେ ବେହାଲ ହୋଇ ପଡିଛି ସାରା ଓଡିଶା.|  ଏଥିରୁ ବାଦ ପଡି  ନାହିଁ କନ୍ଧମାଳ ଜ଼ିଲ୍ଲା.| ବର୍ଷା ହେବା ଯୋଗୁଁ ବିଜୟୱାଡା- ରାଞ୍ଚି ଜାତୀୟ ରାଜପଥ, 59 ଜାତୀୟ ରାଜପଥ ସହିତ ବିଭିନ୍ନ  ସ୍ଥାନରେ ଅସ୍ଥାୟୀ କଲଭର୍ଟ ଭାଙ୍ଗି ବା ସହ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି | ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି.|\

କଲଭର୍ଟ ଭାଙ୍ଗିବା ଏବଂ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ ହେବା ଦ୍ୱାରା କନ୍ଧମାଳ -କଳାହାଣ୍ଡି, ଫୁଲବାଣୀ ସହ ଯୋଗାଯୋଗ ବିଛିନ୍ନ ହୋଇଛି | ବାଟlଗୁଡ଼l ଅସ୍ଥାୟୀ  କଲଭର୍ଟ  ଧୋଇଗଲl ତୁମୁଡ଼ିବନ୍ଧ, କଳାହାଣ୍ଡି, ରାୟଗଡ଼ା ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି | ସେହିପରି କୋଟଗଡ ବ୍ଲକ ସିରଲା, ପାରିଗଡ଼ ପଞ୍ଚାୟତ ମଧ୍ୟ ବାହ୍ୟ ଜଗତରୁ ବିଛିନା  ହୋଇ ଥିବା ସୂଚନା ମିଳିଛି.|

0
0
0
s2sdefault