ହେଡଲାଇନସ୍:

ପୋଲିସ ସର୍ଭିସକୁ ବାଏ ବାଏ କଲେ ଡ଼ଃ ଶର୍ମା, ହେବେ ଲୋକାଯୁକ୍ତ ସଦସ୍ୟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୁନୀଲ ରାୟ ହେଲେ ଭାରପ୍ରାପ୍ତ ଡିଜି

ଭୁବନେଶ୍ୱର : ଜଣେ ପ୍ରୋ ପିପୁଲ ଆଇପିଏସ ଅଫିସର ଭାବେ ଜନଶୁଣା ତଥା ଓଡିଶା ପୋଲିସ ବାହିନୀର ଅନ୍ୟତମ ସ୍ୱଚ୍ଛ ଓ ବେଦାଗ ପୁଲିସ ଡିଜି ଡଃ ଆରପି ଶର୍ମା ଓଡିଶା ପୋଲିସ ବହିନୀରୁ ବିଦାୟ ନେଇଛନ୍ତି । ତାଙ୍କ ସ୍ବେଚ୍ଛାକୃତ  ଅବସର ଆବେଦନକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ତାଙ୍କୁ ଓଡିଶା ଲୋକାଯୁକ୍ତର ଅନ୍ୟତମ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇପାରେ । ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସୁନୀଲ ରୟ  ଅନ୍ୟଆଦେଶ ପର୍ଯ୍ୟନ୍ତ ଡ଼ଃ ଶର୍ମାଙ୍କ ସ୍ଥାନରେ  ଭାରପ୍ରାପ୍ତ ଡିଜି ଭାବେ ଦାୟିତ୍ୱ ତୁଲାଇବେ ।

0
0
0
s2sdefault