ହେଡଲାଇନସ୍:

ଅଲ୍ଓଡିଶା କୁଲିମେହେର ବିକାଶ ମହାସଂଘ, ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Padmapur/shasak prashasak :  ଅଲ୍ଓଡିଶା କୁଲିମେହେର ବିକାଶ ମହାସଂଘ, ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବୈଠକ  ନକ୍ ଟାମୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିଲା । ସଭାରେ ରାଜ୍ୟ ମହାସଂଘର ସଭାପତି ଶ୍ରୀ ଚୈତନ୍ୟ ମେହେର, ସାଧାରଣ ସଂପାଦକ ଶ୍ରୀ ଶୋଭାସାଗର ମେହେର,ସାଂଗଠନିକ ସଂପାଦକ ଶ୍ରୀ  କ୍ଷମା ମେହେର, ବରଗଡ ଜିଲ୍ଲା ସଭାପତି ଶ୍ରୀ ଶୁକୃ ମେହେର, ସଭାରେ ଉପସ୍ଥିତ ଥିଲେ । ସଭାରେ ସୁବର୍ଣ୍ଣ ପୁର ଜିଲ୍ଲା ସଭାପତି ଚୟନ କରାଗଲା,ସର୍ବସମ୍ମତି ନକ୍ଟାମୁଣ୍ତା ଗ୍ରାମର ଶ୍ରୀ ଲିଙ୍ଗରାଜ ମେହେର ଙ୍କୁ ସଭାପତି ଭାବରେ ଚୟନ କରାଗଲା । ସଭାରେ ବିଭିନ୍ନ ଗ୍ରାମର ଶତାଧିକ ଜାତିଭାଇ ଉପସ୍ଥିତ ଥିଲେ ।

0
0
0
s2sdefault