ଏଣିକି ପତିପତ୍ନୀଙ୍କ ନାମରେ ଜମି ରେକର୍ଡ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର: ଏଣିକି ଉଭୟ ପତି ଓ ପତ୍ନୀଙ୍କ ନାମରେ ଜମିଜମା ରେକର୍ଡ କରାଯିବ । ଏଥିପାଇଁ ସରକାର କ୍ଷେତ୍ରାଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି । ଏ ନେଇ ସରକାର ନିଷ୍ପତି ନେଇଥିବା ଦର୍ଶାଇ ମନ୍ତ୍ରୀ କହିଲେ ଯେ ସିଲିଂ ବର୍ହିଭୂତ ଜମି, ଲିଜ୍ ସୂତ୍ରରେ ମିଳିଥିବା ଚାଷଜମି ଓ ଘରବାଡ଼ି ଜମିକୁ ଉଭୟ ପତି ଓ ପତ୍ନୀଙ୍କ ନାମରେ ରେକର୍ଡ କରାଯିବ ।

0
0
0
s2sdefault