ଧର୍ମଗଡ ରୁ ସୁଶାନ୍ତ ରାଉତ : ଅନ୍ଧାରରେ ସୌଭାଗ୍ୟ ଯୋଜନା ଅନିୟମିତତା ଦେଖିବାକୁ ମିଳୁଛି ଧର୍ମଗଡ ବ୍ଲକ ଅନ୍ତର୍ଗତ ଡୁୁମେରଗୁଡା ଗ୍ରାମ ପଞ୍ଚାୟତ ର କିର୍କାକାନୀ ଗ୍ରାମରେ ଜଉ ସ୍ଥାନରେ ଲୋକେ ବସ ବାସ କରୁଛନ୍ତି । ସେ ସ୍ଥାନରେ ନଲଗେଇ ଆନ୍ୟ ସ୍ଥାନରେ ଇଲେକ୍ଟ୍ରି ପୋଲ ଲଗାଇଥିବା ଦେଖିବାକୁ ମିଳିଛି । ଗାଁ ରୁ ୨କିଲୋମିଟର ଦୂର ଜଙ୍ଗଲ ପାଖରେ ବସ ବାସ କରୁଛନ୍ତି ନକୁଳ ମାଝି ଙ୍କ ପରିବାର । ତାଙ୍କ ଘରକୁ ଯିବା ପାଇଁ ଇଲେକ୍ଟ୍ରି ପୋଲ ପଡିଥିଲା ।ହେଲେ ଅନ୍ୟ ଜାଗାକୁ ସ୍ଥାନାନ୍ତର କରି ଥିଲେ ଓ ଯେତିକି ଦୁରରେ ଇଲେକ୍ଟ୍ରି ପୋଲ ଲାଗିବା କଥା ତା ଠାରୁ ଅଧିକ ଦୂରରେ ଲାଗିଥିବା ଦେଖିବାକୁ ମିଲୁଛି ।
ରାଜ୍ୟ
ଅନ୍ଧାରରେ " ସୌଭାଗ୍ୟ"
- Hits: 446