ହତ୍ୟା ଉଦ୍ୟମ : ଫେରାର ଆସାମୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ପୋଲିସ ଜଣେ ଫେରାର ଆସାମୀକୁ ଗିରଫ କରିଛି। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶଙ୍କ ସୂତ୍ରରୁ ପ୍ରକାଶ ଯେ ଯୋଡ଼ା ହନୁମାନ ହଟିଂ ଅଞ୍ଚଳର ଘାସି କାରୁଆ (୨୮) ବଡ଼ବିଲ ଦାମୁ ହଟିଂରେ ରହୁଥିବା ମୁନା ମହାକୁଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଘାସି କୁଖ୍ୟାତ ଟିତୁ ପାତ୍ରର ସହଯୋଗୀ ବୋଲି ଜଣାପଡିଛି।

0
0
0
s2sdefault