କୋମନା- ନୂଆପଡା ଜିଲା କୋମନା ଅଂଚଳରେ ଗୁଳଗୁଳି ସହ ବିଦ୍ୟୁତ ବିଭ୍ରାଟ ଜନଜୀବନ କୁ ଅସ୍ତବ୍ୟସ୍ତ କରିଦେଇଛି । ଦିନ ବେଲେ ସକାଳୁ ୮ ଟାରୁ ଅପରାହ୍ନ ୧ ଟା ଯାଏଁ ବିଦୁ୍ୟତ କାଟ ହେଇଛି । ଯାହା ଫଳରେ ଲୋକଙ୍କ କଷ୍ଟ ଆହୁରି ବଢିଯାଇଛି । ମୌସୁମି ର ଆଗମନ ରେ ଲୋକମାନେ ବେଶ ଖୁସି ଥିଲେ ହେଲେ ହଠାତ୍ ଉଭାନ ହୋଇଯାଇଛି ମୌସୁମି । ନିର୍ଦ୍ଧାରିତ ସମୟରୁ ବେଶି ସମୟ ବିଦ୍ୟୁତ କାଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ପୁଣି କେବେ ବର୍ଷା ହେବ ଓ ଲୋକଙ୍କୁ ଗୁଲଗଲି ରୁ ରକ୍ଷା ମିଲିବ ତାକୁ ଲୋକମାନେ ଅପେକ୍ଷା କରିଛନ୍ତି । ଆସନ୍ତା ୩୦ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସୂଚନା ପାଣିପାଗ ବିଭାଗ ଦେଇଛି ।
ରାଜ୍ୟ
ଗୁଳଗୁଳି ସହ ବିଦ୍ୟୁତ ବିଭ୍ରାଟ, ଜନଜୀନବ ଅସ୍ତବ୍ୟସ୍ତ
- Hits: 378