ହେଡଲାଇନସ୍:

ମାସର ଚତୁର୍ଥ ଶନିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ମାସର ଚତୁର୍ଥ ଶନିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ସେହିପରି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ଘଣ୍ଟ ମଧ୍ୟ ପୁନଃ ଧାର୍ଯ୍ୟ କରାଯାଇଛି  | ପରିବର୍ତ୍ତିତ ନିର୍ଘଣ୍ଟ ଅନୁଯାୟୀ  ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସମୟ  ରହିବ ଦିନ ୧୦ଟାରୁ ଅପରାହ୍ନ ୫ଟା ୩୦ | ମଝିରେ କର୍ମଚାରୀ ମାନଙ୍କ ଲଞ୍ଚ ବ୍ରେକ ସମୟ ହେଲା ଦିନ ୧ ତା ୩୦ରୁ ଦିନ ଦୁଇଟା | ଏ ସମ୍ପର୍କିତ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ଜଣା ପଡିଛି | 

0
0
0
s2sdefault