ବାରିପଦା(ଦିଳ୍ଲୀପ ମହାନ୍ତି )- ବାରିପଦା ସହରକୁ ମୌସୁମୀ ବାୟୁ ସ୍ପର୍ଶ କରିଛି । ଫଳରେ ଏହାର ପ୍ରଭାବରେ ଜୁନ ୨୦ରେ ୪୫ ମିଲିମିଟର ଓ ଜୁନ ୨୧ରେ ୨୨ ମିମି ବର୍ଷା ହୋଇଥିବାର ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ମୌସୁମୀର ଆଗମନ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ଭରି ଦେଇଛି । କୃଷକମାନେ ନିଜ ନିଜ ଜମିରେ ଲଙ୍ଗଳ ବୁଲାଇବା ସହ ମୌସୁମୀ ଆଗମନ ଖୁସୀରେ ଗୀତ ବୁଲୁଥିବାର ପରିଲକ୍ଷିତ ହୋଇଛି ।
ରାଜ୍ୟ
ମୌସୁମୀ ଆଗମନର ପ୍ରଭାବ, ଦୁଇ ଦିନରେ ୬୭ ମିମି ବର୍ଷା
- Hits: 315