ଭୁବନେଶ୍ୱର ( ଶାସକ ପ୍ରଶାସକ) : ଲିଚି ହୋଇପାରେ ଏନସେଫାଲାଇଟିସର କାରଣ | ବିହାର ସମେତ ଅନ୍ୟ କେତେକ ଅଂଚଳରେ ଉତ୍ପାଦିତ ହେଉଥିବା ଲିଚିରେ ଏନସେଫାଲାଇଟିସ ବ୍ୟାପୁଛି ବୋଲି ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି | ତେଣୁ ମଣିଷ ଶରୀର ଉପରେ ଏହାର କୁପ୍ରଭାବକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବଜାରରେ ମିଳୁଥିବା ଲିଚି ନମୁନା ସଂଗ୍ରହ କରି ତାକୁ ପରୀକ୍ଷା କରିବା ପାଇଁ ଖାଦ୍ୟ ନିରାପତ୍ତା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |
ରାଜ୍ୟ
ଲିଚି ହୋଇପାରେ ମାରାତ୍ମକ: ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
- Hits: 886