ନୂଆଦିଲ୍ଲୀ/ଭୁବନେଶ୍ୱର– ଓଡିଶାର ଗଣପର୍ବ ରଜପର୍ବ ଅବସରରେ ଓଡିଶାବାସୀଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢୀ ସହ ଡଜିତ ଓଡିଶାର ପାରମ୍ପରିକ ଓ ଗଣପର୍ବ ରଜ ପର୍ବ ଅବସରରେ ହାର୍ଦ୍ଧିକ ଶୁଭକାମନା । ଶ୍ରୀ ପ୍ରଧାନ ଏହି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଓଡିଶାବାସୀଙ୍କ ସୁଖ ଓ ମଙ୍ଗଳ କାମନା କରିଛନ୍ତି ।
ରାଜ୍ୟ
ରଜ ପର୍ବର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- Hits: 464